ଦେଶ ଏବେ ବି ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଭୁଲକୁ ସୁଧାରୁଛି : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଭୁଲ ପାଇଁ ଦେଶକୁ ଏପର୍ଯ୍ୟନ୍ତ ମୂଲ୍ୟ ଦେବାକୁ ପଡୁଛି। ପ୍ରଥମ ପ୍ରଧାନମନ୍ତ୍ରୀ ଯେଉଁ ସବୁ ଭୁଲ କରିଥିଲେ ଦେଶ ଏବେ ବି ତାହାକୁ ସୁଧାରୁଛି। କଶ୍ମୀର ପ୍ରସଙ୍ଗରେ ନେହେରୁଙ୍କୁ ସମାଲୋଚନା ପ୍ରସଙ୍ଗରେ ମଙ୍ଗଳବାର ଦିନ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଥିଲା ଯେ ମୋଦୀ ପୁଣି … Continue reading ଦେଶ ଏବେ ବି ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଭୁଲକୁ ସୁଧାରୁଛି : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ